ODISHA
Login Search

News Overview

ଏକ ନକ୍ସଲ ମୁକ୍ତ ଭାରତ ଅଭିମୁଖେ

23/04/23 ତାରିଖ ଓଡିଶାର #ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଓଡିଶା ଛତିଶଗଡ ସୀମାରେ #ବିଏସ୍ଏଫ୍ ଓଡିଶା ଦ୍ୱାରା "COB ତୁଳସୀ" ର ସ୍ଥାପନା ହୋଇଥିଲା। ଆଜି ଏହାର ସ୍ଥାପନା ଦିବସ ପାଳନ କରା ଯାଇଛି। ଏହି ଅବସରରେ ଆଖ ପାଖ ଅଞ୍ଚଳ ର ସବୁ ଗ୍ରାମବାସୀ ମାନଙ୍କ ପାଇଁ ଏକ ଭୋଜିର ଆୟୋଜନ କରାଯାଇଥିଲା I